ପଶ୍ଚିମ ଏସିଆରେ ସଙ୍କଟ କେତେ ଦିନ ରହିବ ସେନେଇ ଅନିଶ୍ଚିତତା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଯୁଦ୍ଧର ପ୍ରଭାବକୁ କମ କରିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ କାର୍ଯ୍ୟ କରୁଛି। ଏହି ରଣନୀତିର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ସରକାରଙ୍କୁ ‘ଟିମ୍ ଇଣ୍ଡିଆ’ ଭାବରେ କେନ୍ଦ୍ର ସରକାରଙ୍କ ସହିତ ମିଶି କାମ କରିବାକୁ ଆହ୍ୱାନ କରିଛନ୍ତି।
Read More >