ଶୁକ୍ରବାର ସକାଳେ ଏକ ଇମେଲ୍ ଦ୍ୱାରା ଅନେକ ଶିକ୍ଷାନୁଷ୍ଠାନ ଏବଂ ଏକ ସରକାରୀ କୋଠାକୁ ବୋମା ମାଡ଼ କରାଯିବାକୁ ଧମକ ଦିଆଯାଇଥିବାରୁ ସହର ଆତଙ୍କିତ ହୋଇଯାଇଥିଲା। ଧମକପୂର୍ଣ୍ଣ ଇମେଲ୍ ଡିପିଏସ୍ ସ୍କୁଲ, ସନ୍ଥ କବୀର ସ୍କୁଲ, ବିବେକ ହାଇସ୍କୁଲ, ସେକ୍ଟର-୩୮ ଏବଂ ପଞ୍ଜାବ ସଚିବାଳୟକୁ ଟାର୍ଗେଟ କରିଥିଲା।
Read More >