ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ସୋମବାର ଇସ୍ତଫା ଦେଇପାରନ୍ତି। ଗତ ଦୁଇ ଦିନ ଧରି ମନ୍ତ୍ରୀ, ଲେବର ପାର୍ଟି ନେତା, ଦଳୀୟ ଦାତା ଏବଂ ଟ୍ରେଡ୍ ୟୁନିଅନ୍ ନେତାଙ୍କ ସହ ତାଙ୍କର ଘନଘନ ବୈଠକରୁ ଏହାର ସଙ୍କେତ ମିଳିଛି। ସୂତ୍ର ଅନୁଯାୟୀ, ସ୍ଥାନୀୟ ନିର୍ବାଚନରେ ଲେବର ପାର୍ଟିର ବିପୁଳ ପରାଜୟ ପରେ ଇସ୍ତଫା ଦେବା ପାଇଁ ଚାପର ସମ୍ମୁଖୀନ ହେଉଥିବା ଷ୍ଟାରମର ଶେଷରେ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।
Read More >