ଭୁବନେଶ୍ୱର ଟଙ୍କା ବଦଳରେ ଛୁଆ ବିକ୍ରୀ ଘଟଣାରେ ଅଭିଯୁକ୍ତ ନୟାଗଡରୁ ଗିରଫ
Khabar Odisha:comissionrate-police-arrest-men-from-nayagarh-alleged-adopt-new-born-baby-illigaly

ଭୁବନେଶ୍ୱର, ମେ୧୬(ଖବର ଓଡିଶା); ରାଜଧାନୀରେ କିଛି ଦିନ ତଳେ ଏକ ବର୍ଷର ପୁଆକୁ ତାର ବାପା ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରିଦେଇଥିବା ଅଭୀଯୋଗ ହୋଇଥିଲା । ଏକ ବର୍ଷ ବାଳକର ମା ଜଣକ ନୟାପଲ୍ଲୀ ଥାନରେ ଏକ ମାମଲା ରୁଜୁ କରିଥିଲେ । ଏହି ଅଭୀଯୋଗ ଆଧାରରେ ଆଜି ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତ ଶ୍ରୀନୀବାସକୁ ନୟାଗଡରୁ ଗିରଫ କରିଛି ।

ସୁଚନା ଅନୁଯାଇ ଏକବର୍ଷ ବାଳକଟିର ପିତା ତପନ ପଲାଇ ନୟଗଡର ଏକ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ବଦଳରେ ବାଳକଠିକୁ ବିକ୍ରୟ କରିଦେଇଥିଲେ ।ତେବେ ଏହି ଘଟଣାରେ ସେ ଖସିଯିବାକୁ ସକ୍ଷମ ହୋଇଛନ୍ତି । ଏବଂ ପୋଲିସ ପକ୍ôଷୁ ତାଙ୍କୁ ଧରିବାକୁ ପ୍ରୟାସ ଚାଲିଛି ।

  • Tags:

Subscribe

National International State Sports Entertainment