ଲସି ଦୋକାନରେ ମାଡିଗଲା ତେଲ ଟ୍ୟାଙ୍କର ଜଣେ ମୃତ,ଦୁଇ ଆହାତ
Khabar Odisha:a-oil-tanker-run-over-a-lashi-store-as-result-one-man-died-two-injured

କଟକ: ଜଗତପୁର ଭଏରପୁର ଠାରେ ଭୟଙ୍କର ଦୁର୍ଘଟଣା । ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ମାଡ଼ି ଯାଇଛି ତେଲ ଟ୍ୟାଙ୍କର । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବବେଲେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଘର ଭିତରକୁ ମାଡ଼ି ଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

  • Tags:

Subscribe

National International State Sports Entertainment