ଆଜି ରାଜ୍ୟରେ 8182 ଜଣ କରୋନାରୁ ସୁସ୍ଥ 8,04,989ରେ ପହଞ୍ଚିଲା ସୁସ୍ଥ ତାଲିକା
Khabar Odisha:Today-the-list-of-recover-people-8182-from-covid-in-the-state-reached-804989

ଭୁବନେଶ୍ୱର , ଜୁନ୍ 14(ଖବର ଓଡ଼ିଶା): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ପୁଣି 8182 କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିସାଇ ରାଜ୍ୟରେ ମୋଟ 8,04,989 ଜଣ କରୋନାରୁ ଆରୋଗ୍ଯ ହେଲେଣି। ତେବେ ଖୋର୍ଧାରୁ ସର୍ବାଧିକ 987,କଟକରୁ 867, ଅନୁଗୁଳରୁ 745,ଯାଜପୁରରୁ 516, ବାଲେଶ୍ୱରରୁ 423, ନୟାଗଡ଼ରୁ 418,
ଜଗତସିଂହପୁର 397,ମୟୂରଭଞ୍ଜରୁ 367, ଢେଙ୍କାନାଳରୁ 332,ପୁରୀରୁ 304, ବୌଦ୍ଧରୁ 303 ସୁସ୍ଥ ହୋଇଛନ୍ତି।


ସେହିପରି ସୁନ୍ଦରଗଡରୁ 267,କୋରାପୁଟରୁ 242,ଭଦ୍ରକରୁ 237,କେନ୍ଦ୍ରାପଡାରୁ 224,ବରଗଡରୁ 182, ନବରଙ୍ଗପୁରରୁ 171,କାଲାହାଣ୍ଡିରୁ 164, କେଉଁଝରରୁ114, ରାୟଗଡାରୁ 110, ସମ୍ବଲପୁରରୁ 102, ମାଲକାନଗିରିରୁ 97, ବଲାଙ୍ଗୀରରୁ 88, ସୋନପୁରରୁ 84, ଝାରସୁଗୁଡାରୁ 69, କନ୍ଧମାଳରୁ 67, ଗଞ୍ଜାମରୁ 55, ଗଜପତିରୁ 45,ଦେଓଗଡରୁ 30, ନୁଆପଡାରୁ 30 ଏବଂ
ରାଜ୍ୟ ପୁଲରୁ 145 ସୁସ୍ଥ ହୋଇଛନ୍ତି।

  • Tags:

Subscribe

National International State Sports Entertainment