ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ ବିଭାଗର ସଦ୍ୟତମ ଅପଡେଟ୍ ଅନୁଯାୟୀ, ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଆରବ ସାଗରର ଅଧିକ ଅଂଶ ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର କିଛି ନୂତନ ଅଞ୍ଚଳରେ ପହଞ୍ଚିଛି। ଆଗାମୀ ୭ ଦିନ ମଧ୍ୟରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର-ପୂର୍ବ ଭାରତ ଏବଂ ଉପହିମାଳାୟ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
Read More >