ଫୌଜଦାରୀ ନ୍ୟାୟ ପ୍ରକ୍ରିୟାର କାର୍ଯ୍ୟକାରିତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି ସୁପ୍ରିମକୋର୍ଟ ବୁଧବାର କହିଛନ୍ତି ଯେ ଯେତେବେଳେ କୌଣସି ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରନ୍ତି, ସେତେବେଳେ ଏହାକୁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବା ଉଚିତ ଏବଂ ସୁପ୍ରିମକୋର୍ଟ ସେହି ଆଦେଶ ବିରୁଦ୍ଧରେ ରାଜ୍ୟ ଦ୍ୱାରା ଆଗତ ଆବେଦନକୁ ଗ୍ରହଣ କରିବା ଉଚିତ୍ ନୁହେଁ।
Read More >