ରାଜସ୍ଥାନ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ ଲିକ୍ ହୋଇଥିବା ନିଟ୍ ପେପର୍ ୧୦ଟି ରାଜ୍ୟରେ ବିକ୍ରି ହୋଇଥିଲା। ଏଥିରେ ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ, କେରଳ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ।ଏସ୍ଓଜି ସମସ୍ତ ରାଜ୍ୟର ନାମ ଆନୁଷ୍ଠାନିକ ଭାବରେ ପ୍ରକାଶ କରିନାହିଁ।
Read More >