ଇରାନର ଦକ୍ଷିଣ ପ୍ରଦେଶ ହର୍ମଜଗାନରେ ଏକ ବିବାହ ଉତ୍ସବରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଜଣ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଇରାନୀ ରେଡ୍ କ୍ରିସେଣ୍ଟ ମଙ୍ଗଳବାର ରିପୋର୍ଟ କରିଛି। ରେଡ୍ କ୍ରିସେଣ୍ଟ ଅନୁଯାୟୀ, ସିରିକ୍ କାଉଣ୍ଟିର କୁହେସ୍ତାକ୍ ସହରରେ ଏକ ଆବାସିକ ଘରେ ସେଲ୍ ଖଣ୍ଡ ବାଜିଥିଲା, ଯେଉଁଠାରେ ବିବାହ ଉତ୍ସବ ହେଉଥିଲା। ଜଣେ ଛୋଟ ପିଲା ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି।
Read More >