ଆସନ୍ତାକାଲି ଯାଏଁ ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି
Khabar Odisha:Speaker-adjourned-the-assembly-until-tomorrow
ଭୁବନେଶ୍ୱର, ନଭେମ୍ବର ୨୧ (ଖବର ଓଡ଼ିଶା):

ଆସନ୍ତାକାଲି ଯାଏଁ ମୁଲତବି ରହିଲା ବିଧାନସଭା । ତେବେ ଆସନ୍ତାକାଲି ସ୍କୁଲ ସମ୍ପର୍କିତ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବ । ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭାରେ ପ୍ରସ୍ତାବ ଆଣିବେ। ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ହାଜତ ମୃତ୍ୟୁ, ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ହୋହଲ୍ଲା ଦେଖିବାକୁ ମିଳିଥିଲା। ସ୍କୁଲ ବନ୍ଦ ହେଲେ ବିଧାନସଭାରେ ଆତ୍ମହତ୍ୟା କରିବେ ବୋଲି ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଥିଲେ। ଗୃହରେ ଅଧିକାଂଶ ସମୟ ହଟ୍ଟଗୋଳ ଦେଖାଦେଇଥିଲା।

  • Tags:

Subscribe

National International State Sports Entertainment