କିଛି ଦିନର ପ୍ରବଳ ଗରମ ପରେ ଗୁରୁବାର ଦିନ ପରିବର୍ତ୍ତିତ ପାଗ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଏବଂ କୁଆପଥର ଝଡ଼, ପ୍ରବଳ ପବନ ସହିତ ବ୍ୟାପକ କ୍ଷୟକ୍ଷତି ଘଟିଛିି। ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ ପଡ଼ି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ଏବଂ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।
Read More >