ଦେଶର ଅଧିକାଂଶ ରାଜ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜାରି ରହିଛି। ଏହାରି ମଧ୍ୟରେ ତେଲେଙ୍ଗାନାରୁ ଏକ ବଡ଼ ଦୁଃଖଦ ଖବର ଆସିଛି। ତେଲେଙ୍ଗାନାରେ ଅଂଶୁଘାତ ଜନଜୀବନକୁ ବଡ଼ଧରଣର ପ୍ରଭାବ ପକାଇଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନା ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ କହିଛନ୍ତି, ଅଂଶୁଘାତ ପାଇଁ ରାଜ୍ୟର ୭ଟି ଜିଲ୍ଲାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି।
Read More >