ଦୀପାବଳି ପୂର୍ବରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି, ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ରବିବାର ସକାଳେ ଦିଲ୍ଲୀର ଅକ୍ଷରଧାମ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୨୬ ରେକର୍ଡ କରାଯାଇଥିଲା ଯାହା ‘ଗମ୍ଭୀର’ ବର୍ଗରେ ଗଣତି କରାଯାଏ।
Read More >