ବିଦ୍ୟୁତ ଆଘାତରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟ,ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଦାବି
Khabar Odisha:Death-of-security-guard-due-to-electrocution-demand-for-compensation-of-Rs-10-lakh-to-the-family
ଟିଟିଲାଗଡ, ଅଗଷ୍ଟ 12(ଖବର ଓଡ଼ିଶା):

 ବିଦ୍ୟୁତ ଆଘାତରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟ । ଟିଟିଲାଗଡ ଶିକେର ରେଳ ଷ୍ଟେସନରେ ଘଟିଛି ଏପରି ଅଘଟଣ । ଟିଟିଲାଗଡ଼ ସବଡିଭିଜନ ହସ୍ପିଟାଲରେ ଶବ ଜଗି ରହିଛନ୍ତି ପରିବାର ଲୋକେ ।

ତେବେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଓ ଯେଉଁ ରେଳ କର୍ମଚାରୀ ତାଙ୍କୁ ବିଦ୍ୟୁତ କାମ ପାଇଁ ଲଗାଇଥିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଗିରଫ ଦାବି କରିଛନ୍ତି ପରିବାର ଲୋକ ।

ମୃତକ ହେଲେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପାଇକବାହାଲ ଗ୍ରାମର ଶ୍ରୀକାନ୍ତ ଧରୁଆ ଏବଂ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment