ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ମୋଟ ୩୩ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା
Khabar Odisha:At-the-end-of-the-important-meeting-of-the-state-cabinet-I-have-attached-information-on-a-total-of-33-proposals
ଭୁବନେଶ୍ୱର, ସେପ୍ଟେମ୍ବର ୨୨(ଖବର ଓଡିଶା):

ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଥିବା ସୂଚନା ମିଳିଛି। 

ବୈତରଣୀ ନଦୀରେ ୨ଟି ବ୍ୟାରେଜ୍‌ ନିର୍ମାଣ ପାଇଁ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି । ସେହିପରି ୨ ଶହ କୋଟି ବ୍ୟୟରେ ୨ଟି ବ୍ୟାରେଜ୍‌ କରାଯିବ । ଯାହା ଫଳରେ ବନ୍ୟା ନିୟନ୍ତ୍ରଣ କରିହେବ । 

  • Tags:

Subscribe

National International State Sports Entertainment