ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ମୋଟ ୩୩ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ଭୁବନେଶ୍ୱର, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: ଶେଷ ହେଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଥିବା ସୂଚନା ମିଳିଛି। ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ ହୋଇଛି । ସେହିପରି ୨ ଶହ କୋଟି ବ୍ୟୟରେ ୨ଟି ବ୍ୟାରେଜ୍ କରାଯିବ । ଯାହା ଫଳରେ ବନ୍ୟା ନିୟନ୍ତ୍ରଣ କରିହେବ । ଖବର ଓଡ଼ିଶା, Reporter, 22/09/2022