ଗତ ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ୨ ମାସ ବିତିଗଲାଣି। କିନ୍ତୁ ପୀଡିତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନାହାଁନ୍ତି। ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆମେରିକୀୟ ଓକିଲ ଆଣ୍ଡ୍ରୁଜ୍ କହିଛନ୍ତି ଯେ ଯଦି ରତନ ଟାଟା ବଞ୍ଚିଥାନ୍ତେ, ତେବେ କ୍ଷତିପୂରଣ ଦେବାରେ ଏତେ ବିଳମ୍ବ ହୋଇନଥାନ୍ତା।
Read More >