ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରା ମାଡରେ ଜଣେ ସେବାୟତ ଗୁରୁତର,ଛୁରାମାଡ କରିଥିବା ସେବାୟତ ଥାନାରେ ଅଟକ
Khabar Odisha:A-servant-seriously-injured-in-the-stabbing-at-Baba-Akhandalmanis-temple-the-stabbing-servant-detained-in-the-police-station

 ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରା ମାଡରେ ଜଣେ ସେବାୟତ ଗୁରୁତର । ଛୁରାମାଡ କରିଥିବା ସେବାୟତ ଥାନାରେ ଅଟକ ।ଗଦାଧର ପାଢୀ ଗୁରୁତର ଆହାତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରୀ ଥାନାରେ ଏତଲା କରାଯାଇଥିଲା । ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ଲଟକା ଜାରି କରାଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମକୁ ମାନି ନଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହୋଇଛି।

  • Tags:

Subscribe

National International State Sports Entertainment