ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଆନ୍ତର୍ଜାତୀୟ ଜ୍ୟୋତିଷ ଓ ବାସ୍ତୁ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ଆନ୍ତର୍ଜାତୀୟ ଜ୍ୟୋତିର୍ବିଦ ଡ. ମନୋଜ ଲେଙ୍କା ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସମ୍ମାନଜନକ ‘ଶାନ୍ତିଦୂତ’ ଉପାଧିରେ ସମ୍ମାନିତ ହୋଇଛନ୍ତି। ବୈଦିକ ଜ୍ଞାନ, ଆଧ୍ୟାତ୍ମିକତା ଏବଂ ବିଶ୍ୱ ଶାନ୍ତି ଉପରେ ତାଙ୍କର ଉଚ୍ଚକୋଟୀର ବକ୍ତବ୍ୟ ପାଇଁ ତାଙ୍କୁ ଏହି ପ୍ରଶଂସା ମିଳିଛି।
Read More >