କରୋନା: ଆମେରିକାରେ ମୃତକଙ୍କ ସଂଖ୍ୟା ୨.୨୦ ଲକ୍ଷକୁ ବୃଦ୍ଧି, ୮୦ ଲକ୍ଷ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-1072-lakh-372-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୧୪ (ଖବର ଓଡ଼ିଶା): ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ୮୦ ଲକ୍ଷ ୮୯ ହଜାର ୮୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୨ ଲକ୍ଷ ୨୧ ହଜାର ୩୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୪୭ ହଜାର ୭୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୩୬ ଜଣ ଗୁରୁତର ଅଛନ୍ତି ।

କୋଭିଡ-୧୯ ଯୋଗୁଁ ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୮୩ ଲକ୍ଷ ୪୭ ହଜାର ୭୭୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୦ ହଜାର ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୮୮ ଲକ୍ଷ ୩୫ ହଜାର ୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୮୪ ଲକ୍ଷ ୨୨ ହଜାର ୭୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୯ ହଜାର ୮୩୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୧ ଲକ୍ଷ ୭୫ ହଜାର ୮୮୦ ସଂକ୍ରମିତ, ୧ ଲକ୍ଷ ୯ ହଜାର ୮୫୬ ମୃତ 

ବ୍ରାଜିଲ: ୫୧ ଲକ୍ଷ ୧୪ ହଜାର ୮୨୩ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୬୩ ମୃତ

ଋଷିଆ: ୧୩ ଲକ୍ଷ ୨୬ ହଜାର ୧୭୮ ସଂକ୍ରମିତ, ୨୨ ହଜାର ୯୬୬ ମୃତ

ସ୍ପେନ: ୯ ଲକ୍ଷ ୨୫ ହଜାର ୩୪୧ ସଂକ୍ରମିତ, ୩୩ ହଜାର ୨୦୪ ମୃତ 

କଲମ୍ବିଆ: ୯ ଲକ୍ଷ ୨୪ ହଜାର ୯୮ ସଂକ୍ରମିତ, ୨୮ ହଜାର ୧୪୧ ମୃତ 

ଆର୍ଜେଣ୍ଟିନା: ୯ ଲକ୍ଷ ୧୭ ହଜାର ୩୫ ସଂକ୍ରମିତ, ୨୪ ହଜାର ୫୭୨ ମୃତ

ପେରୁ: ୮ ଲକ୍ଷ ୫୩ ହଜାର ୯୭୪ ସଂକ୍ରମିତ, ୩୩ ହଜାର ୪୧୯ ମୃତ

ମେକ୍ସିକୋ: ୮ ଲକ୍ଷ ୨୧ ହଜାର ୪୫ ସଂକ୍ରମିତ, ୮୩ ହଜାର ୯୪୫ ମୃତ

ଫ୍ରାନ୍ସ: ୭ ଲକ୍ଷ ୫୬ ହଜାର ୪୭୨ ସଂକ୍ରମିତ, ୩୨ ହଜାର ୯୪୨ ମୃତ

ପାକିସ୍ତାନ: ୩ ଲକ୍ଷ ୧୯ ହଜାର ୮୪୮ ସଂକ୍ରମିତ, ୬ ହଜାର ୫୮୮ ମୃତ 

 

  • Tags:

Subscribe

National International State Sports Entertainment