ଓସ୍କାର୨୦୨୧,୯୩ ଏକାଡେମି ଆୱାର୍ଡର ସମ୍ପୁର୍ଣ୍ଣ ବିବରଣୀ
Khabar Odisha:Oscars-2021-93rd-Academy-Awards-full-winners-list

ଏପ୍ରିଲ୨୬(ଖନର ଓଡିଶା); ଓସ୍କାର ୯୩ ଏକାଡେମି ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ଏପ୍ରିଲ୨୫ ଲସ୍ ଏଞ୍ଜେଲ୍ସ ଏବଂ ବଲ୍ୱୀ ଥିଏଟର ଦୁଇଟି ଜାଗରେ ଏହା ଅନୁଷ୍ଠିତ ହୋଇଯାଇଛି । ତେବେ ପୁର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଦର୍ଶକ ଓ ବିନା ହୋଷ୍ଟଙ୍କ ଦ୍ୱାରା ଏହା ଅନୁଷ୍ଠିତ ହୋଇଯାଇଛି । ଆମେରିକିଅ ଡ୍ରମା ଫିଲ୍ମ “ନୋମାଡଲାଣ୍ଡ”କୁ ଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଥିଲା ବେଳେ ଏହାର ନିର୍ଦେଶକ “କ୍ଲୋ ଜାଓ”ଙ୍କୁ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ମିଳିବା ସହିତ ଏହାର ଅଭିନେତ୍ରୀଙ୍କୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ସେହି ପରି ଆନ୍ଥୋନି ହପ୍‌କିନ୍ସ ଙ୍କୁ “ଦ ଫାଦର” ରେ ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତା ପୁରସ୍ଖାର ମିଳିଛି ।

ଶେଷ୍ଠ ଚଳଚିତ୍ର-

ନୋମାଲାଣ୍ଡ- ବିଜେତା

ଦ ଫାଦର

ଜୁଡାସ୍ ଆଣ୍ଡ ଦ ବ୍ଲାକ୍ ମସିହା

ମଙ୍କ

ମିନାରୀ

ଶ୍ରେଷ୍ଠ ନିଦେର୍ଶକ-

କ୍ଲୋ ଜାଓ, ନୋମାଡଲାଣ୍ଡ- ବିଜେତା

ଡେଭିଡ, ମଙ୍କ

ଲେସ୍ ଇସାକ ଚୁଙ୍ଗି, ମିନାରୀ

ଶ୍ରେଷ୍ଠ ଅଭିନେତା-

ଆନ୍ଥୋନି ହୋପକିନ୍ସ, ଦ ଫାଦର- ବିଜେତା

ରିଜ୍ ଅହମଦ, ସାଉଣ୍ଡ ଅଫ ମେଟାଲ

ଶ୍ରେଷ୍ଠ ଅଭୀନେତ୍ରୀ-

ଫ୍ରାନ୍ସେସ୍ ମାକ୍‌ଡୋର୍ମାଣ୍ଡ, ନୋମାଲାଣ୍ଡ- ବିଜେତା

ଇତ୍ୟାଦି ଙ୍କୁ ଶେଷ୍ଠ ଭୁମିକାରେ ପୁରସ୍କୃତ କରାଯାଇଥିଲା ବେଳେ ଭାରତର ଅଭିନେତା ଇର୍ଫାନ ଖାନ ଙ୍କୁ ମରୋଣତର ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । 

ଏଠାରେ ଦେଖନ୍ତୁ ସମ୍ପୁର୍ଣ୍ଣ ବିବରଣୀ-

  • Tags:

Subscribe

National International State Sports Entertainment