୨ଶହ କୋଟି ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେଲେ ନୋରା,ହେବେ ଜେରା
Khabar Odisha:Nora-Appears-Before-Delhi-Police-In-Rs-200-Crore-Money-Laundering-Case
ନୂଆଦିଲ୍ଲୀ,ସେପ୍ଟେମ୍ବର 15(ଖବର ଓଡ଼ିଶା):

୨ଶହ କୋଟି ଠକେଇ ମାମଲାରେ ଗତକାଲି ଜାକଲିନ ପିଙ୍କିଙ୍କୁ ମୁହାଁମୁହିଁ ଜେରା ସରିଥିବା ବେଳେ ଆଜି ନୋରାଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା

See the source image

ଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କ ଲିଙ୍କକୁ ନେଇ ଆଜି ବଲିଉଡ୍ ଡ୍ୟାନ୍ସ କୁଇନ ନୋରାଙ୍କୁ ଜେରା କରିବ ପୋଲିସ ପୂର୍ବରୁ ତାଙ୍କୁ ସମନ କରାଯାଇଥିବା ବେଳେ ଆଜି ସେ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି

See the source image

ମାଷ୍ଟରମାଇଣ୍ଡ ସୁକେଶଠାରୁ ନୋରା ଦାମୀ ଗାଡ଼ି ଉପହହାର ନେଇଥିବା ପୋଲିସ ସୂଚନା ପାଇଛି ଜାକଲିନ ଫର୍ଣ୍ଣାଡିଜଙ୍କଠାରୁ ଆରମ୍ଭ କରି ନୋରା ଫତେହୀ ବହୁ ମଡେଲଙ୍କ ସହ ଲିଙ୍କରେ ଥିଲା ସୁକେଶ

 

  • Tags:

Subscribe

National International State Sports Entertainment