NIFT ରାଙ୍କିଙ୍ଗ: ସବୁ ବର୍ଗରେ ଦେଶର ଏକ ନମ୍ବର ଶିକ୍ଷାନୁଷ୍ଠାନ ଆଇଆଇଟି ମାଦ୍ରାସ
Khabar Odisha:Education-Odisha-nirf-rankings-2019-released-iit-madras-ranked-one-in-overall-category
ନୂଆଦିଲ୍ଲୀ,ଏପ୍ରିଲ୦୮(ଖବର ଓଡ଼ିଶା):

 ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ(ଏମଏଚଆରଡି) ନ୍ୟାସନାଲ ଇନଷ୍ଟିଚ୍ୟୁୟଟ୍ ରାଙ୍କିଙ୍ଗ ଫ୍ରେମଓ୍ଵର୍କର ଇଣ୍ଡିଆ ରାଙ୍କିଙ୍ଗ ୨୦୧୯ ଜାରି କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶୀର୍ଷ ୧୦୦ ଶିକ୍ଷାନୁଷ୍ଠାନର  ମାନ୍ୟତା ଜାରି କରିଛନ୍ତି। ସବୁ ବର୍ଗରେ ଆଇଆଇଟି ମାଦ୍ରାସ, ଚେନ୍ନାଇ ଏକ ନମ୍ବର ସ୍ଥାନ  ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଅନେକ ମାନଦଣ୍ଡ ଆଧାରରେ  ଏନଆଇଆରଏଫର ମାନ୍ୟତା  ଜାରି  ହୋଇଥାଏ। ଏଥିରେ ପଢିବା-ପଢାଇବାର ମାହୋଲ, ଗବେଷଣା ଓ ବିକାଶ ପାଇଁ କଣ କଣ ସୁବିଧା ଉପଲବ୍ଧ ଏସବୁ ସାମିଲ କରାଯାଏ।

ଓଭରଅଲ କାଟାଗୋରୀ

ଆଇଆଇଟି ମାଦ୍ରାସ, ଚେନ୍ନାଇ- ୧

ଇଣ୍ଡିଆନ ଇନଷ୍ଟିଚ୍ୟୁୟଟ ଅଫ ସାଇନ୍ସ,  ବେଙ୍ଗାଲୁରୁ- ୨

ଆଇଆଇଟି ଦିଲ୍ଲୀ- ୩

ଆଇଆଇଟି ବମ୍ବେ- ୪

ଆଇଆଇଟି ଖଗଡଗପୁର- ୫

ଆଇଆଇଟି କାନପୁର- ୬

ଜେଏନୟୁ, ଦିଲ୍ଲୀ- ୭

ଆଇଆଇଟି ରୁଡକୀ- ୮

ଆଇଆଇଟି ଗୌହାଟୀ- ୯

ବିଏଚୟୁ, ବାରଣାସୀ- ୧୦

ଇଞ୍ଜିନିୟରିଂ କାଟାଗୋରୀ

ଆଇଆଇଟି ମାଦ୍ରାସ-୧

ଆଇଆଇଟି ଦିଲ୍ଲୀ- ୨

ଆଇଆଇଟି ବମ୍ବେ- ୩

ଆଇଆଇଟି ଖଡ଼ଗପୁର- ୪

ଆଇଆଇଟି କାନପୁର- ୫

ଆଇଆଇଡି ରୁଡକି- ୬

ଆଇଆଇଟି ଗୌହାଟୀ- ୭

ଆଇଆଇଟି ହାଇଦ୍ରାବାଦ- ୮

ଆନ୍ନା ୟୁନିଭର୍ସିଟି, ଚେନ୍ନାଇ- ୯

ନ୍ୟାସନାଲ ଇନଷ୍ଟିଚ୍ୟୁୟଟ୍ ଅଫ ଟେକ୍ନୋଲୋଜି, ତିରୁଚିରାପଲ୍ଲୀ- ୧୦

ମ୍ୟାନେଜମେଣ୍ଟ କାଟାଗୋରୀ

ଆଇଆଇଟି ବେଙ୍ଗାଲୁରୁ- ୧

ଆଇଆଇଏମ, ଅହମ୍ମଦାବାଦ- ୨

ଆଇଆଇଏମ, କଲକାତା- ୩

ଆଇଆଇଏମ, ଲକ୍ଷ୍ନୌ- ୪

ଆଇଆଇଏମ, ଇନ୍ଦୋର- ୫

ଆଇଆଇଟି ଖଡ଼ଗପୁର- ୬

ଜୋଭିୟର ଲେବର ରିଲେସନ୍ସ ଇନଷ୍ଟିଚ୍ୟୁୟଟ୍, ଜାମସେଦପୁର- ୭

ଆଇଆଇଏମ, କୋଝିକୋଡ- ୮

ଆଇଆଇଟି, ଦିଲ୍ଲୀ- ୯

ଆଇଆଇଟି ବମ୍ବେ- ୧୦

ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କାଟାଗୋରୀ

ଆଇଆଇଟି, ମାଦ୍ରାସ- ୧

ଆଇଆଇଟି, ବମ୍ବେ- ୨

ଆଇଆଇଟି, ଦିଲ୍ଲୀ- ୩

ଆଇଆଇଟି, ବେଙ୍ଗାଲୁରୁ- ୪

ଆଇଆଇଟି, ଖଡ଼ଗପୁର- ୫

ଇନଷ୍ଟିଚ୍ୟୁୟଟ ଅଫ କେମିକାଲ ଟେକ୍ନୋଲୋଜି, ମୁମ୍ବାଇ- ୬

ଆଇଆଇଟି, କାନପୁର- ୭

ଆଇଆଇଟି, ରୁଡକି- ୮

ପଞ୍ଜାବ ୟୁନିଭର୍ସିଟି, ଚଣ୍ଡିଗଡ଼- ୯

ଆଇଆଇଟି ହାଇଦ୍ରାବାଦ- ୧୦ 

ପ୍ରାଇଭେଟ୍ କିମ୍ବା ସେଲ୍ଫ ଫାଇନାନ୍ସ ଇନଷ୍ଟିଚ୍ୟୁସନ କାଟାଗୋରୀ(ଶୀର୍ଷ ୫)

ଭେଲୋର ଇନଷ୍ଟିଚ୍ୟୁୟଟ ଅଫ ଟେକ୍ନୋଲୋଜି, ଭେଲର- ୧

କଳିଙ୍ଗ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ଖୋର୍ଦ୍ଧା, ଭୁବନେଶ୍ଵର- ୨

ଏସଆରଏସ ଇନଷ୍ଟିଚ୍ୟୁୟଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଚେନ୍ନାଇ- ୩

ଜେଏସଏସ ଏକାଡେମୀ ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ୍ଚ,ମହୀଶୂର- ୪

ଓ୍ଵେଲ ଟେକ୍ ରଙ୍ଗରାଜନ ଡଃ. ଶଗୁନଥଲା ଆର ଆଣ୍ଡ ଡି ଇନଷ୍ଟିଚ୍ୟୁୟଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଚେନ୍ନାଇ- ୫ 

  • Tags:

Subscribe

National International State Sports Entertainment