ୟୁପିର ବସ୍ତିରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ଉତ୍ସବରେ ଜଣେ କ୍ୟାଟରିଂ ଠିକାଦାର କ୍ରୂରତାର ସବୁ ସୀମା ପାର୍ କରିଦେଇଛି। ସେ ଜଣେ ନିଷ୍ପାପ ଶିଶୁକୁ କେବଳ ରସଗୋଲା ଖାଇବା କାରଣରୁ ଜଳନ୍ତା ତନ୍ଦୁର ଭିତରକୁ ଫିଙ୍ଗିଦେଲା। ଗୁରୁତର ଭାବେ ପୋଡ଼ି ଯାଇଥିବା କାରଣରୁ ଶିଶୁଟି ଗୁରୁତର ଅବସ୍ଥାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି। ତାକୁ ଚିକିତ୍ସା ପାଇଁ ଲକ୍ଷ୍ନୌ ମେଡିକାଲ କଲେଜକୁ ରେଫର କରାଯାଇଛି। Read More >
a brutal husband killed wife to death for money Read More >
ରଞ୍ଜିତ ନଗର ପୋଲିସ ଷ୍ଟେସନ ୪୮ ଘଣ୍ଟା ମଧ୍ୟରେ ରଞ୍ଜିତ ନଗର ଅଞ୍ଚଳରେ ଜଣେ ବୃଦ୍ଧା ମହିଳାଙ୍କୁ ଆକ୍ରମଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ବଲଜିତ ନଗରର ମୁକେଶ ଭାବରେ ଚିହ୍ନଟ କରାଯାଇଛି। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି। Read More >
କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ମନରେ କୁତ୍ସିତ ମାନସିକତା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ନାବାଳକକୁ ଅଟକ ରଖିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । Read More >
7-convicted-for-leaking-info-to-pakistani-agent-bhubaneswar-court-awards-3-year-jail Read More >
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ‘ଦ କିଙ୍ଗ ଅଫ ଫରେଷ୍ଟ’ ଗ୍ୟାଙ୍ଗର ମୁଖ୍ୟ ରାକେଶ ନାଥକୁ ଗିରଫ କରିଛି । ରାକେଶ ହେଉଛି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ୨୦୧୮ ମସିହାର ବହୁ ଚର୍ଚ୍ଚିତ ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅପରାଧୀ ଥିଲା ରାକେଶ ନାଥ । Read More >
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଏବଂ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତୀବ୍ର ହୋଇଛି। ମାମଲା ସହିତ ଜଡିତ ଚୂଡ଼ାନ୍ତ ଔପଚାରିକତା ସମାପ୍ତ କରିବାକୁ ସିବିଆଇ ଅଧିକାରୀ ଏବଂ ଆଇନ ବିଶେଷଜ୍ଞଙ୍କ ଏକ ଦଳ ଲଣ୍ଡନରେ ପହଞ୍ଚିଛି। Read More >
jajpur murder case, wife killed husband for extramarital affair and same-sex relationship Read More >
ନବରଙ୍ଗପୁର: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ଦେଲା ସ୍ୱାମୀ । ପରେ ସ୍ତ୍ରୀ ନିଖୋଜ ହୋଇଯାଇଥିବା ନେଇ ରଚିଥିଲା ମିଛ କାହାଣୀ । ଶେଷରେ ପଡ଼ୋଶୀ ଏଭଳି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଚି । ରାଇଘର ଥାନା ବୋରଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତ ମହିଳା ହେଲେ ମନେଇ ଗଣ୍ଡ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସୁବାସ ଗଣ୍ଡ । Read More >
ରାୟଗଡ଼ା: ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା । ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜର ବନ ଅଧିକାରୀ ସୁକୁମାର ଦୁଖୁଙ୍କ ଗାଡ଼ିରୁ ଭିଜିଲାନ୍ସ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଛି । Read More >
କ’ଣ କୌଣସି ପିଲାକୁ ସଜା ସ୍ୱରୂପ ଦୁଇ ବର୍ଷ ପର୍ଯ୍ୟନ୍ତ ଏମିତି ଏକ ସ୍ଥାନରେ ବନ୍ଦ କରାଯାଇପାରେ, ଯେଉଁଠି ଛିଡ଼ା ହେବାକୁ ମଧ୍ୟ ଜାଗା ନାହିଁ? ଜଣେ ବାପା ନିଜ ପୁଅ ସହ ଏଭଳି ନିଷ୍ଠୁରତା କରିଛନ୍ତି। ଜଣେ ପଡ଼ୋଶୀ ପିଲାଟିର ସ୍ୱର ଶୁଣିବା ପରେ ହିଁ ତାକୁ ଉଦ୍ଧାର କରାଯାଇପାରିଛି। Read More >
ଭୁବନେଶ୍ୱର: ଆତଙ୍କାବାଦୀ ଲିଙ୍କରେ ଗିରଫ ହୋଇଥିବା ସନ୍ଦିଗ୍ଧ ଯୁବକ ଶେଖ୍ ଇମ୍ରାନ୍ ମାମଲାର ତଦନ୍ତ କରିବ ସ୍ପେଶାଲ ଟାସ୍କ ଫୋର୍ସ । ସେ ହନିଟ୍ରାପର ଶୀକାର ହୋଇଥିବା ସନ୍ଦେହ କରାଯାଉଛି । ଆବଶ୍ୟକ ସ୍ଥଳେ ଏନ୍ଆଇଏ ତଦନ୍ତ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଏସଟିଏଫ୍ ଏସ୍ପି ରବି ଶତପଥୀ । Read More >
ଗ୍ରୀନଙ୍କ ଅର୍ଦ୍ଧଶତକ, ଶେଷ ୫ ଓଭରରେ ନିରାଶ କଲେ ବ୍ୟାଟର, ୧୮୦ ରନରେ ଆଣ୍ଠେଇଲା କୋଲକାତା
ଆମକୁ ଏବେ କଡା ନିଷ୍ପତ୍ତି ନେବାକୁ ପଡିବ, ଲଗାତାର ୪ର୍ଥ ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ବୟାନ
ଭାରତ ଦେଖିଲା, INDIA ରୋକି ଦେଲା; ମହିଳା ସଂରକ୍ଷଣ ବିଲ୍ ଖାରଜ ପରେ ରାହୁଲଙ୍କ ବଡ ବୟାନ
କାର୍ରେ 'ଜାତି' ନାମ ଲେଖିଲେ ଲାଗିବ ଏତିକି ଜରିମାନା, ଜାଣନ୍ତୁ କ’ଣ କହୁଛି ନିୟମ?