ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଜିଆରପିର ବଡ଼ଧରଣର ଚଢ଼ାଉ । ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଜିଆରପି ପୋଲିସ । ଜଣେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ତିନି ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ସେମାନଙ୍କ ନିକଟରୁ ୧୮ କିଲୋ ଗଞ୍ଜେଇ ଜବତ ହୋଇଛି ।
Read More >