ପଲସର ଆତଙ୍କ, ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି 4 ଲକ୍ଷ ଲୁଟ
Khabar Odisha:attack-and-4-lakh-loot-from-a-businessman
ଭୁବନେଶ୍ୱର, ଜାନୁଆରୀ 18 (ଖବର ଓଡିଶା) :

ନବରଙ୍ଗପୁର ଜିଲ୍ଲାରେ ମରଣାନ୍ତକ ଆକ୍ରମଣ କରି 4 ଲକ୍ଷ ଲୁଟ  ।  ମକା ବ୍ୟବସାୟୀଙ୍କ ଠାରୁ 4 ଲକ୍ଷ ଟଙ୍କା ଲୁଟ୍ ।

ଚଚ୍ଚା ଗାଁ ର ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବ ଚଚ୍ଚା ରୁ ଝରିଗାଁ କଙ୍ଗୋରା ହାଟକୁ ଯାଉଥିଲେ  3 ଜଣ ଦୁର୍ବୁତ୍ତ ଗୋଟିଏ ପଲସର୍ ରେ ଆସି ବ୍ୟବସାୟୀ ଜଣଙ୍କୁ ରାସ୍ତା କଡକୁ ଆସିବାକୁ କହିଥିଲେ  । ସେହି ସମୟରେ ଚକଲା ପଦର ଠାରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି 3 ଦୁର୍ବୃତ୍ତ 4 ଲକ୍ଷ ଲୁଟି ନେଇଛନ୍ତି । ବ୍ୟବସାୟୀ ଜଣଙ୍କୁ ନବରଙ୍ଗପୁର ମୂଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଏହାପରେ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଯାଇ ଝରିଗାଁ ଥାନାରେ ଏକ ଏତଲା ଦେଇଛନ୍ତି ।

  • Tags:

Subscribe

National International State Sports Entertainment