STF ହାତରେ ଧରା ପଡିଲା ବଡ ବ୍ରାଉନସୁଗାର ରାକେଟ, 2 କୋଟି 70 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ
Khabar Odisha:STF-seizes-around-2729-kg-brown-sugar-worth-nearly-Rs-270-crore-following-raids
ଭୁବନେଶ୍ୱର, ମାର୍ଚ୍ଚ ୧୯ (ଖବର ଓଡ଼ିଶା):

କ୍ରାଇମ୍ ବ୍ରାଞ୍ଚ STF ହାତରେ ଧରାପଡିଲେ ବଡ ଧରଣର ବ୍ରାଉନ ସୁଗାର ବେପାରୀ । ଗିରଫ ବ୍ରାଉନସୁଗାର ବେପାରୀଙ୍କ ଠାରୁ ମୋଟ ୨ କେଜି ୭୨୯ ଗ୍ରାମର ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୨କୋଟି ୭୦ ଲକ୍ଷ ଟଙ୍କା ହୋଇଥିବା ସୂଚନା । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଧରିଲା STF । ୨ ଜଣ ବ୍ରାଉନ ସୁଗାର ଡିଲର ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।

ଏ ନେଇ ସାମ୍ପାଦିକ ସମ୍ମିଳନୀ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ ।

  • Tags:

Subscribe

National International State Sports Entertainment