ମାମୁଁ-ଭାଣିଜୀ ସମ୍ପର୍କରେ କଳଙ୍କ, ମିଠା ଲୋଭ ଦେଖାଇ ଭାଣିଜୀ କୁ ଦୁଷ୍ମର୍ମ ଉଦ୍ୟମ କଲା ମାମୁଁ
Khabar Odisha:Rape-Attempt-To-A-Minor-Girl-In-Cuttack

କଟକ, ମାର୍ଚ୍ଚ ୨୯ (ଖବର ଓଡ଼ିଶା): ମାମୁଁ-ଭେଣିଜୀ ସମ୍ପର୍କରେ କଳଙ୍କ, ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନାବାଳିକା ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ କଲା ସଇତାନ୍ ମାମୁଁ ।

ଏଭଳି ଲଜ୍ଜ୍ୟାକର ଘଟଣା ଘଟିଛି କଟକ ବାଙ୍କି ଅଞ୍ଚଳରେ । ସୂଚନା ଅନୁସାରେ ବାଙ୍କି ଅଞ୍ଚଳର ନାବାଳିକା ଛୁଟି କାଟିବାକୁ ନିଜ ମାମୁଁ ଘରକୁ ଆସିଥିବା ବେଳେ ସଇତାନ୍ ସମ୍ପର୍କୀୟ ମାମୁଁ ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ନାବାଳିକା ଟି ଜୋରରେ ପାଟି କରିବାରୁ ଘଟଣା ଟି ପଦାରେ ପଡିଛି ।

ତେବେ ଏନେଇ ପୀଡିତାର ପରିବାର ଲୋକେ ବାଙ୍କି ଥାନରେ ଅଭିଯୋଗ କରିଛନ୍ତି । ପୋଲିସ୍ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment