ରାୟପୁର: ଛତିଶଗଡ଼ରେ ସାମାନ୍ୟ ବାଲି ଖନନ ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ କାର୍ ଭିତରେ ଜିଅନ୍ତା ଜାଳି ଦେଲେ ଶତ୍ରୁ ପକ୍ଷ । ଆଉ 2 ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ମୃତକମାନେ ହେଲେ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ପଞ୍ଚାୟତ ଉପାଧ୍ୟକ୍ଷ ଭରତ ସିଂହ ଓରଫ୍ ଲଲ୍ଲା ସିଂହ (୬୦), ବିରେନ୍ଦ୍ର ପ୍ରତାପ ସିଂହ (୩୨) ଏବଂ ନାଗେନ୍ଦ୍ର ସିଂହ (୫୩) ।
Read More >