ପଣା ସଂକ୍ରାନ୍ତିରେ ମନ୍ଦିରରେ ଜମିଥାନ୍ତା ଭକ୍ତଙ୍କ ଭିଡ଼, କରୋନା ପାଇଁ ସବୁ ଫିକା
Khabar Odisha:Temple-silent-in-Pana-sankrantI-for-Corona-lock-down
ଭୁବନେଶ୍ୱର, ଏପ୍ରିଲ 13( ଖବର ଓଡ଼ିଶା):

 ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଆଜି ରାଜ୍ୟର ଅନେକ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା । କିନ୍ତୁ କରୋନା ପାଇଁ ଆଜି ସବୁ ଫିକା ପଡ଼ିଛି । 

ଆଜି ପଣା ସଂକ୍ରାନ୍ତି ଅବସରରେ ଅନେକ ମନ୍ଦିରରେ ଯାନି ଯାତ୍ରା ହୋଇଥାନ୍ତା ।କରୋନା ସଂକ୍ରମଣ ରୋକିବାକୁ କିଛି ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । ଫଳରେ ପ୍ରସିଦ୍ଧ ଝାମୁ ଯାତ୍ରା ବନ୍ଦ କରାଯାଇଛି ।

  • Tags:

Subscribe

National International State Sports Entertainment