ଓଡ଼ିଶାର ପୁରପଲ୍ଲୀରେ ସଧବା ମହିଳାମାନେ ପବିତ୍ର ସାବିତ୍ରୀ ବ୍ରତ ଧାରଣ କରନ୍ତି । ଉପବାସ କରି ବୃନ୍ଦବତୀ ମୂଳେ କିମ୍ବା ବର ଗଛ ମୂଳରେ ପୂଜା କରିଥାନ୍ତି । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବିଭିନ୍ନ ଦେବାଳୟରେ ମଧ୍ୟ ସାବିତ୍ରୀ ପୂଜା କରାଯାଉଛି । Read More >
ମହାରଣା ସେବକଙ୍କ ନିହାଣ ମୁନରେ କମ୍ପୁଛି ଶ୍ରୀମନ୍ଦିର ରଥ ଖଳା । ଜୋରସୋରରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ Read More >
ରଥ ନିର୍ମାଣର ୧୭ତମ ଦିନ ସୁଦ୍ଧା ମୋଟ ୧୮ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ, ୨୪ଟି ତିଖ ଗୁଜ, ୯ଟି ଲେଖାଏଁ ୨୭ଟି ଜଳ ଯନ୍ତ୍ର, ୩୨ଟି କୁଡ଼ୁକା, ୧୨ଟି ଓରା ଏବଂ ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ୱୀ ନିର୍ମାଣ ଶେଷ ହୋଇଛି। Read More >
ଭୁବନେଶ୍ୱର: ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିଥିବା ବିଜେପି ସରକାର ବଜେଟ୍ ମଧ୍ୟ ସ୍ଥାନ ଦେଇଛନ୍ତି । ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ‘ଓଡ଼ିଆ ଅସ୍ମିତା’ ପ୍ରାଧାନ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୪୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । Read More >
ଭୁବନେଶ୍ୱର: ଶାମ୍ବ ଦଶମୀ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏକ ପବିତ୍ର ପର୍ବ ଅଟେ। ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। Read More >
ଧର୍ମଶାଳା: କୋଟି କୋଟି ମୂଲ୍ୟରେ ବିକ୍ରି ହୋଇଛି ଗୁଲେର ସୂକ୍ଷ୍ମ/ଲଘୁ ଚିତ୍ରକଳା (ମିନିଏଚର୍ ପେଣ୍ଟିଂ) । ଯାହାକୁ ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ହିମାଚଳ ପ୍ରଦେଶର ଗୁଲେର ରାଜବଂଶର ନୈନସୁଖଙ୍କ ଚିତ୍ରକଳାକୁ ମିଳିଛି ସମ୍ମାନ । ମହାରାଜା ବଲବନ୍ତ ସିଂହଙ୍କ ସଙ୍ଗୀତ ଆସର ଦୃଶ୍ୟ ୧୫ କୋଟି ଟଙ୍କାରେ ବିକ୍ରି ହୋଇଛି । ମୁମ୍ବାଇର ପ୍ରମୁଖ ନୀଲାମ ଘର ପେଣ୍ଡାଲରେ ଆୟୋଜିତ ନିଲାମୀରେ ଏହା ବିକ୍ରି ହୋଇଛି । ସେହିପରି ନୈନସୁଖଙ୍କ ପରବର୍ତ୍ତୀ ପୀଢ଼ୀଙ୍କ ଦ୍ୱାରା ଗୀତ ଗୋବିନ୍ଦ ଉପରେ ଅଙ୍କିତ ଚିତ୍ରକଳା ୧୬ କୋଟି ମୂଲ୍ୟରେ ବିକ୍ରି ହୋଇଛି । Read More >
ଭୁବନେଶ୍ୱର: ପୌଷମାସ ଅମାବାସ୍ୟା ତିଥିରେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ବଉଳ ଅମାବାସ୍ୟା। ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ପର୍ବକୁ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳନ କରାଯାଇଥାଏ। Read More >
ଫୁସ୍ଫୁସ୍ ସମ୍ବନ୍ଧୀୟ ରୋଗ ଇଡିଓପାଥିକ୍ ପଲ୍ମୋନାରି ଫାଇବ୍ରୋସିସ୍ କାରଣରୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ତବଲା ବାଦକ ଜାକିର ହୁସେନ୍ଙ୍କ ପରଲୋକ... Read More >
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। Read More >
ଭୁବନେଶ୍ୱର: ହରିୟାଣାର କୁରୁକ୍ଷେତ୍ରରେ ଆରମ୍ଭ ହୋଇଛି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ। ଚଳିତ ବର୍ଷ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ମହୋତ୍ସବରେ ଯୋଗଦେଇଥିବା ବେଳେ ଓଡିଶା ଷ୍ଟେଟ୍ ପାର୍ଟନର ଭାବେ ଯୋଗଦେଇଛି । ମଣ୍ଡପରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଓଡ଼ିଶା ପ୍ରସିଦ୍ଧ ଡ଼ାଲମା, ରସଗୋଲା ଓ ଛେନାପୋଡ଼ ଆଦି ଖାଦ୍ୟ । Read More >
ଶ୍ରୀବିଗ୍ରହଙ୍କଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ପଇତା ଲାଗି କରାଯାଇଥାଏ । ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥି ଅବସରରେ ମହାପ୍ରଭୁଙ୍କ ପଇତା ଲାଗି କରାଯିବ । Read More >
କଟକ: ସରି ଆସୁଛି ପବିତ୍ର କାର୍ତ୍ତିକ ମାସ । ଆଜି ହେଉଛି ଧରମର ମାସ କାର୍ତ୍ତିକର ଶେଷ ସୋମବାର । ସେଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେହିପରି ଧବଳେଶ୍ୱର ପୀଠରେ ବାବାଙ୍କ ଦର୍ଶନଙ୍କ ପାଇଁ ଭକ୍ତମାନଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । କାହି କେତେ ଦୂରରୁ ଭକ୍ତମାନେ ଧାଇଁ ଆସିଛନ୍ତି ଧବଳେଶ୍ୱରଙ୍କ ଦର୍ଶନ ପାଇଁ । Read More >
ଭାରତ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡର ବଡ ନିଷ୍ପତ୍ତି, ଜୋଫ୍ରା ଆର୍ଚର ବାହାର, ଏମିତି ରହିଛି ଚୂଡାନ୍ତ ଏକାଦଶ
ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା : ଦୃଢ଼ ନିନ୍ଦା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣା; ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ
ଯୁବପିଢୀଙ୍କ ପାଇଁ କାଳ ସାଜୁଛି ଅନଲାଇନ୍ ଗେମ୍; ୪ ବର୍ଷରେ ୧୨୦ ଯୁବକ କଲେଣି ଆତ୍ମହତ୍ୟା