କରୋନା ମୁକାବିଲା: ଏଥର ନିରାଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ
Khabar Odisha:State-Odisha-Utkal-DivasCelebration-Today
ଭୁବନେଶ୍ୱର, ଏପ୍ରିଲ ୦୧ (ଖବର ଓଡ଼ିଶା):

ଭୁବନେଶ୍ୱର, ଏପ୍ରିଲ ୦୧ (ଖବର ଓଡ଼ିଶା): ଓଡ଼ିଶା କରୁଛି କରୋନା ମୁକାବିଲା । ସାରା ଦେଶ ସହ ରାଜ୍ୟରେ ୨୧ ଦିନଆ ଲକ୍ ଡାଉନ୍ ପାଳନ କରାଯାଉଛି । ଏହି କରୋନା ଭୟବହତା ମଧ୍ୟରେ ଆଜି  ଉତ୍କଳ ଦିବସ ପାଳନ କରାଯିବ । କିନ୍ତୁ ବର୍ଷ ଆଡମ୍ବର ସହିତ ଚଳିତ ଉତ୍କଳ ଦିବସ ପାଳନ ହେବ ନାହିଁ ।
କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ଯେ, କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ।

  • Tags:

Subscribe

National International State Sports Entertainment