Home >
ରକ୍ତହୀନତାକୁ ଦୂର କରିବା ପାଇଁ ଖାଆନ୍ତୁ ଏହି ଫଳ
Khabar Odisha:
ଭୁବନେଶ୍ଵର, ଡିସେମ୍ବର ୦୬(ଖବର ଓଡ଼ିଶା):

ରକ୍ତହୀନତା ଯୋଗୁଁ ଆମ ଶରୀରର ଶକ୍ତି କମିବାରେ ଲାଗିଥାଏ । ଶରୀରରେ ରକ୍ତହୀନତା ସମସ୍ୟାକୁ ଦୂର କରିବା ପାଇଁ  ନାସପାତି ସବୁଠୁ ଲାଭ ଦାୟକ ଓ ସୁସ୍ୱାଦିଷ୍ଟ ଫଳ ଅଟେ ।

ଆପଣଙ୍କୁ ଜଣାଇଦିଆଯାଉଛି ଯେ ନାସପାତିରେ ଭରପୁର ମାତ୍ରାରେ ପୋଟାସିୟମ, ଭିଟାମିନ ସି, ଭିଟାମିନ କେ, ଫୋଲେଟ, ଫାଇବର, କପର, ମାଙ୍ଗାନିଜ ଇତ୍ୟାଦି ସହିତ କପ୍ଲେସ୍କ ମଧ୍ୟ ଥାଏ । 

ଜାଣନ୍ତୁ ନାସପାତିର କିଛି ଫାଇଦା-

- ଯଦି ଆପଣଙ୍କ ଶରୀରରେ ରକ୍ତାଭାବ ଅଛି ତେବେ ପ୍ରତିଦିନ ନାସପାତି ଖାଆନ୍ତୁ ।

- ନାସପାତିରେ ପ୍ରଚୁର ମାତ୍ରରେ ଆଇରନ୍ ଥାଏ ଯେଉଟା କି ଶରୀରର ରକ୍ତାଭାବକୁ ଦୂର କରିବାରେ ସାହାଯ୍ୟ  କରିଥାଏ ।

- ନାସପାତି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

Subscribe

National International State Sports Entertainment