ଓଡ଼ିଶା ମାଟି ତଳେ ଲୁଚି ରହିଛି ଅମୂଲ୍ୟ ଖଣିଜ ସମ୍ପଦ। ଲୁହାପଥର, କ୍ରୋମାଇଟ୍ ଓ ବକ୍ସାଇଟ୍ ପରେ ଏବେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ଭଣ୍ଡାରକୁ ନେଇ ସାମ୍ନାକୁ ଆସିଛି ବଡ଼ ତଥ୍ୟ। Read More >
cyclone-akwan-odisha-8-ias-officers-9-districts Read More >
bhubaneswar-airport-on-alert-58-precautionary-measures-in-place-ahead-of-cyclone-akvan Read More >
ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଅଞ୍ଚଳରେ ଆତ୍ମଦାହ ଉଦ୍ୟମ କରିଥିବା ଯୁବତୀ ଜଣକ ମୃତ୍ୟୁବରଣ କରିଛନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବତୀ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର କଳ୍ପନା ସାମଲ । Read More >
ଭୁବନେଶ୍ୱର: ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ-ସିଆଇଡି ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱରେ ଥିବା ଆଇପିଏସ୍ ବିନୟତୋଷ ମିଶ୍ର ଖୁବ ଶୀଘ୍ର ଅବସର ନେବାକୁ ଯାଉଛନ୍ତି । ଚଳିତ ମାସ ୩୦ ତାରିଖରେ ଡିଜିପି ମିଶ୍ର ଅବସର ଗ୍ରହଣ କରିବେ । Read More >
ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। Read More >
cyclone-train-delay-schedule-november-20 Read More >
odisha-cyclone-preparedness-puri-2400-people-evacuation Read More >
odisha-cyclone-akwan-preparation-72000-evacuated Read More >
: ଭାରତୀୟ ପାଣିପାଗ ବିଭାଗ ର ସଦ୍ୟତମ ସୂଚନା ଅନୁଯାୟୀ, ଭୀଷଣ ବାତ୍ୟା 'ଅକ୍ବାନ୍' ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। Read More >
puri-srimandira-servitor-injured-bada-mahasnana Read More >
ବାତ୍ୟା ‘ଅକ୍ଭାନ୍’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ୨୨ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ୯ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଜାଣନ୍ତୁ ପ୍ରଶାସନିକ ପ୍ରସ୍ତୁତି ଓ ଟ୍ରେନ୍ ବାତିଲର ସମ୍ପୂର୍ଣ୍ଣ ସୂଚନା। Read More >
ପାକିସ୍ତାନର ବାଲୁଚିସ୍ତାନରେ ବସ୍ ଓ ଏଲପିଜି ଗ୍ୟାସ୍ ଟ୍ୟାଙ୍କର୍ ମଧ୍ୟରେ ଭୟଙ୍କର ଧକ୍କା: ୧୦ ଜୀବନ୍ତ ଦଗ୍ଧ, ୨୭ ଆହତ
ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା; ନିଜେ କହିଲେ ରାଜନୀତିରୁ ଦୂରେଇ ରହିବାର କାରଣ
ଟ୍ରମ୍ପ-ପୁଟିନ-ଜିନପିଙ୍ଗଙ୍କ ଭେଟଘାଟରୁ କାହାକୁ ମିଳିବ ଫାଇଦା, କାହିଁକି ତୀକ୍ଷ୍ଣ ନଜର ରଖିଛି ଭାରତ?
ଓଡ଼ିଶା ମାଟି ତଳେ ସୁନା, ରୁପା ଓ ମାଣିକ୍ୟର ଭଣ୍ଡାର; ୫ ଜିଲ୍ଲାରେ ମିଳିଲା ମୂଲ୍ୟବାନ ଖଣିଜ ସମ୍ପଦ