କୌଣସି ବି ସମ୍ପର୍କ ଭରସା ଏବଂ ଭଲପାଇବା ଉପରେ ତିଷ୍ଠି ରହିଥାଏ। କିନ୍ତୁ ଅନେକ ସମୟରେ ଆମେ ନିଜ ସାଥୀଙ୍କ ଠାରୁ କିଛି ଏଭଳି ଜିନିଷ ଆଶା କରିବସୁ, ଯାହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ମନୋବିଜ୍ଞାନୀମାନଙ୍କ ଅନୁଯାୟୀ, ଅତ୍ୟଧିକ ଆଶା ରଖିବା ଦ୍ୱାରା ପ୍ରେମ ସମ୍ପର୍କରେ ଦୂରତା ବଢିଥାଏ।
Read More >