ଦାରୁଠେଙ୍ଗ ଡମ୍ପିୟାର୍ଡ ବିବାଦ ମାମଲା, ଆଜି ଶୁଣାଣୀ
Khabar Odisha:Daruthenga-Dampiyard-case-today-is-the-hearing
ଭୁବନେଶ୍ୱର, ମେ ୧୫(ଖବର ଓଡ଼ିଶା): ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଡମ୍ପିୟାର୍ଡ ବାବାଦ ମାମଲାର ଆଜି ଶୁଣାଣି  ହେବ। କଲିକତାସ୍ଥିତ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି କରିବେ। ଆଜି ବିଏମସି କମିଶନର ଓ ଦାରୁଠେଙ୍ଗ ଗ୍ରାମବାସୀ ପକ୍ଷ  ରଖିବେ ।
 
ସୂଚନାନୁସାରେ ଦାରୁଠେଙ୍ଗରୁ ଡମ୍ପିୟାର୍ଡ ଉଠାଇବା ନେଇ ବହୁ ଦିନ ଧରି ବିବାଦ ଦେଖାଦେଇଥିଲା । ଡମ୍ପିୟାର୍ଡକୁ ସେଠାରୁ ଉଠାଇବାକୁ ଗ୍ରାମବାସୀମାନେ ଦାବି କରିଥିଲେ। ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହିଥିବାବେଳେ ପ୍ରଶାସନ ମଧ୍ୟ ତାଙ୍କ ଜିଦରେ ଅଟଳ ରହିଥିଲେ ଫଲରେ ସେଠାରେ ପରିସ୍ଥିତି ଅଣାୟତ ହୋଇ ପଡିଥିଲା ।
  • Tags:

Subscribe

National International State Sports Entertainment