passengers-create-ruckus-at-bhubaneswar-airport-after-kolkata-flight-cancelled-airport-property-damaged Read More >
ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲା ମନରୁ ଲିଭି ନ ଥିବାବେଳେ ପୁଣି ଥରେ ବାଲିଅନ୍ତାରୁ ଆସିଛି ସମାନ ମାମଲା । ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । Read More >
world-elephant-day-celebrated-at-nandankanan-zoological-park-with-special-feast Read More >
odisha-reviews-arrangements-for-80th-independence-day-celebrations Read More >
bda-approves-major-urban-projects-gives-nod-to-ekamra-residency-housing Read More >
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଭରତପୁରର ଶୁଭଶ୍ରୀ ନାୟକ ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ରାୟ ପ୍ରକାଶ ପାଇଛି । ସ୍ତ୍ରୀକୁ ଆନାସ୍ଥେସିଆ ଦେଇ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ ପାତ୍ର ଏବଂ ପ୍ରେମିକା ରୋଜି ପାତ୍ରକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨ ଅଦାଲତ ଦଣ୍ଡାଦେଶ ଦେଇଛନ୍ତି । Read More >
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ଦୁଇ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜନ୍ମ କଲା ବାପାକୁ ନିର୍ମମଭାବେ ହତ୍ୟା କରିଛି ପୁଅ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିହାଣୀ ଅଞ୍ଚଳରେ ବାପାକୁ ପୁଅ ପଥରରେ ଛେଚି ହତ୍ୟା କରିଛି । Read More >
ଜଟଣୀ: ପୁଣି ଥରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ମୁଣ୍ଡ । ଜଟଣୀ ଥାନା ଅଧିନସ୍ଥ ଖୁଦୁପୁର ଆଇଆଇଟି ରୋଡରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣିକି ଫିଙ୍ଗି ଦେଇଛନ୍ତି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ମାର୍କଣ୍ଡ ବଳିୟାରସିଂହ, ଡାକ ନାମ ଜଗା । Read More >
odishas-first-skywalk-project-takes-off-in-bhubaneswar-foundation-stone-laid Read More >
odisha-govt-puts-ulbs-on-high-alert-as-monsoon-rains-intensify Read More >
smart city or slow city? bhubaneswar chokes on daily traffic jams Read More >
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଯୁବକଙ୍କ ହତ୍ୟା ପରେ ଆଖି ବୁଝିଛନ୍ତି ଗୁରୁତର ବାପା । ମୃତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ବାପା ହିମାଂଶୁ ପାଢ଼ୀଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେପଟେ ଝିଅ ତାପସୀ ପାଢ଼ୀ ମଧ୍ୟ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । Read More >
ଗଞ୍ଜାମରେ ୯୦ ଦିନ ପାଇଁ ଧାରା-୩୦ ଲାଗୁ, ବିନା ପୋଲିସ ଅନୁମତିରେ ହୋଇପାରିବନି ସଭା ଓ ସମାବେଶ
ସୃଷ୍ଟି ହେବ ଆଉ ଏକ ଲଘୁଚାପ; ଆଜି ଅତି ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ସଫେଇ କାର୍ଯ୍ୟରେ ‘ଶୂନ୍ୟ ମୃତାହତ’ ଲକ୍ଷ୍ୟ, ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ପାଳନ ହେବ ଗରିମା ଦିବସ
ଭଗୱନ୍ତ ମାନଙ୍କ ପତ୍ନୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ଦୁଷ୍କର୍ମ ମାମଲା ରଫାଦଫା ପାଇଁ ଦାବି କରିଛନ୍ତି ୫ କୋଟି ଟଙ୍କା