ସିଆରପିଏଫରେ ମେଡିକାଲ ଅଫିସର ପଦବୀ ପାଇଁ ଆବେଦନ, ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ସୁଯୋଗ
Khabar Odisha:job-vacancy-crpf-medical-officer
ନୂଆଦିଲ୍ଲୀ, ଜୁନ ୦୫(ଖବର ଓଡିଶା) :

କେନ୍ଦ୍ରିୟ ରିଜର୍ଭ ପୋଲିସ୍ ଫୋର୍ସରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଆଶାୟୀ ପ୍ରାର୍ଥୀଙ୍କ ଚୟନ ସାକ୍ଷାତକାର ମାଧ୍ୟମରେ କରାଯିବ । ଆଶାୟୀମାନେ ନିଜ ବାୟୋଡାଟା ସହ ସମସ୍ତ ପ୍ରମାଣପତ୍ର ନେଇ ସାକ୍ଷାତକାର ପାଇଁ ଯାଇପାରିବେ । 

ସିଆରପିଏଫ୍- ସାକ୍ଷାତକାର ମାଧ୍ୟମରେ ଚାକିରୀର ସୁଯୋଗ

ମୋଟ୍ ପଦବୀ- ୦୯

ପଦବୀର ବିବରଣୀ- ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର

ଶିକ୍ଷାଗତ ଯୋଗ୍ୟତା- ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଏମବିବିଏସ୍ ଡିଗ୍ରୀ

ସାକ୍ଷାତକାର ସମୟ-୧୨ ଜୁନ ୨୦୧୮

ୱେବସାଇଟ-www.crpf.gov.in

ବୟସ ସୀମା- ସର୍ବାଧିକ ୬୭ ବର୍ଷ

ଆବେଦନ ପ୍ରକ୍ରିୟା- ନିର୍ଧାରିତ ତାରିଖରେ ନିଜ ବାୟୋଡାଟା ସହ ଆବେଦନ କରିପାରିବେ 

  • Tags:

Subscribe

National International State Sports Entertainment