ଦ୍ୱାଦଶ ଶେଣୀ ପାସ୍ କରିଥିବା ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୧୧ହଜାର ପଦବୀ
Khabar Odisha:job-alert-ssc-12th-pass-student
ନୂଆଦିଲ୍ଲୀ, ମେ ୩୧(ଖବର ଓଡିଶା):

ଦ୍ୱାଦଶ ଶ୍ରେଣୀରେ କୃତକାର୍ୟ୍ୟ ହୋଇଥିବା ଭାରତୀୟ ଯୁବକଙ୍କ ପାଇଁ ଖୁସୀ ଖବର । ୧୧,୮୬୫ ପଦବୀ ପାଇଁ କେନ୍ଦ୍ରୀୟ ଚୟନ ପରିଷଦ ବା ଏସଏସସି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି  । ଏସଏସସି ସିପାହୀ ପଦବୀ ପାଇଁ ଖାଲି ପଡିଥିବା ପ୍ରାୟ ୧୧ହଜାର ପଦବୀକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି  ।

ୱେବସାଇଟ୍- www.csbc.bih.nic.in

ମୋଟ ପଦବୀ ସଂଖ୍ୟା-୧୧,୮୬୫

ଶିକ୍ଷାଗତ ଯୋଗ୍ୟତା- ଦ୍ୱାଦଶ ପାସ୍

ବୟସ ସୀମା- ୧୮ରୁ ୨୫ ବର୍ଷ

ପରୀକ୍ଷା ଶୁଳ୍କ- ସାଧାରଣ ବର୍ଗ(୪୫୦ ଟଙ୍କା)

                     ଅନୁସୂଚିତ ଜାତି ଏବଂ ଜନଜାତି(୧୧୨ ଟଙ୍କା)

ଆବେଦନ ପ୍ରକ୍ରିୟା- ଏସଏସସି ୱେବସାଇଟରେ ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନର ଶେଷ ତାରିଖ- ୩୦,ଜୁନ ୨୦୧୮

  • Tags:

Subscribe

National International State Sports Entertainment