ହିନ୍ଦୁସ୍ତାନ ଏରୋନୋଟିକ୍ସରେ ନିଯୁକ୍ତି: ଏୟାର ଟେକ୍ନିସିଆନ୍ ପାଇଁ କରନ୍ତୁ ଆବେଦନ
Khabar Odisha:hal-recruitment-2018-vacancies-for-many-posts
(ଖବର ଓଡିଶା): ନିଯୁକ୍ତି ବିଭାଗ

ହିନ୍ଦୁସ୍ତାନ ଏରୋନେଟିକ୍ସରେ ଏୟାରକ୍ରାଫ୍ଟ ଟେକ୍ନିସିଆନ୍ ପଦବୀରେ ଭର୍ତ୍ତି ହେବାର ସୁଯୋଗ। ମୋଟ ୨୯ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧିତ ଟ୍ରେଡରେ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କିମ୍ବା ସମକକ୍ଷ ପାଠ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ଆବେଦନ କରିବା ପାଇଁ ସର୍ବାଧିକ ବୟସ ସୀମା ରହିଛି ୨୮ ବର୍ଷ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ।     

ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍:  

ପଦବୀ ବିବରଣୀ: ଏୟାର ଟେକ୍ନିସିଆନ 

ପଦବୀ ସଂଖ୍ୟା : ୨୯ 

ଶିକ୍ଷାଗତ ଯୋଗ୍ୟତା : ସମ୍ବନ୍ଧିତ ଟ୍ରେଡରେ ଇଞ୍ଜିନିୟରିଂ କିମ୍ବା ସମକକ୍ଷ ଯୋଗ୍ୟତାର ଆବଶ୍ୟକତା ରହିଛି 

ବୟସ ସୀମା : ସର୍ବାଧିକ ୨୮ ବର୍ଷ 

ଆବେଦନ ଶୁଳ୍କ : ଜେନେରାଲ ଓ ଓବିସିଙ୍କ ପାଇଁ ୨୦୦ ଟଙ୍କା, ଏସସି ଏସଟି ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ 

ଆବେଦନ ପ୍ରକ୍ରିୟା : ସମ୍ବନ୍ଧିତ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ । 

ଅନ୍ତିମ ତାରିଖ : ୧୧ ଡିସେମ୍ବର ୨୦୧୮

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଆଧାରରେ

ୱେବସାଇଟ୍ : https://hal-india.co.in/ 

Subscribe

National International State Sports Entertainment