Home >
କଟକ ବାଦାମବାଡ଼ି ଅଂଚଳରେ ବଡ଼ ଧରଣର ସେକ୍ସ ରାକେଟ ଠାବ
Khabar Odisha:Sex-racket-busted-in-Cuttack
ଖବର ଓଡିଶା : 24/01/2023:

କଟକ ବାଦାମବାଡ଼ି ଅଂଚଳରେ ବଡ଼ ଧରଣର ସେକ୍ସ ରାକେଟ ଉପରେ ଚଢ଼ାଉ। ବାଦାମବାଡ଼ି ଥାନା ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଛି। ଏଥିରେ ଦୁଇ ଜଣ ଗ୍ରାହକ, ଚାରି ଜଣ ଦେହଜୀବୀଙ୍କ ସହ ରାଣୀ ମହୁମାଛି ଅଟକ। ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରୁ ଜଣେ ଦେହଜୀବୀ ଜଣେ ପୋଲିସ କର୍ମଚାରୀର ପତ୍ନୀ ଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏହି ଘଟଣାରେ ଅଟକ ଥିବା ରାଣୀ ମହୁମାଛି ନିଜକୁ ୱେବ ମିଡ଼ିଆ ସାମ୍ବାଦିକ ପରିଚୟ ଦେଇ ଚଲାଉଥିଲା ସେକ୍ସ୍ ରାକେଟ। ବାଦାମବାଡ଼ି ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । 

Subscribe

National International State Sports Entertainment