Home >
ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ ଲାଞ୍ଚ ନେଉଥିବା ଘଟଣା,ଆକ୍ସନ୍‌ ମୋଡ୍‌ରେ ପୋଲିସ୍‌
Khabar Odisha:Police-in-action-mode-taking-bribes-for-parking-at-Bali-Yatra
କଟକ, ନଭେମ୍ବର 22(ଖବର ଓଡ଼ିଶା)

ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଅଧିକାରୀ ଜଣକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହୋଇଥିଲା । ଯାହାକୁ ନେଇ କମିଶନ୍‌ରେଟ୍‌ ପୋଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆକ୍ସନ୍‌ ମୋଡ୍‌ରେ ପୋଲିସ୍‌ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି । ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ ମିଶ୍ରଙ୍କୁ ରଖାଯାଇଛି ।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ବୋଲି ଜଣା ପଡ଼ିଛି ।

  • Tags:

Subscribe

National International State Sports Entertainment