ଦିଲ୍ଲୀରେ ରେ ଆରମ୍ଭ ହେଲା ଓମିକ୍ରନର ଗୋଷ୍ଠୀ ସଂକ୍ରମଣ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୁଚନା ନୂଆଦିଲ୍ଲୀ,ଜାନୁଆରୀ 15(ଖବର ଓଡ଼ିଶା): Share story: ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ବର୍ତ୍ତମାନ ସୁଚନା ମିଳିଛି । ଏନେଇ ଦିଲ୍ଲୀ ଆଇଏଲବିଏସ୍ ର କ୍ଲିନିକାଲ ଭାଇରୋଲୋଜି ବିଭାଗ ପକ୍ଷରୁ ପ୍ରମାଣ ମିଳିଛି । ତେବେ ଏହାରି ଭିତରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ମଧ୍ୟ ଆଜି କହିଛନ୍ତି ଯେ କରୋନାର ତୃତୀୟ ଲହର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଯାହାଫଳରେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଦି ଆବଶ୍ୟକ ହୁଏ ପ୍ରତିବନ୍ଧକ ଲଗାଯିବ, , କିନ୍ତୁ ଯଦି କରୋନା ମାମଲା ହ୍ରାସ ପାଇବା ଆରମ୍ଭ କରେ, ତେବେ ପ୍ରତିବନ୍ଧକକୁ କୋହଳ କରାଯିବ । ସରକାର କହିଛନ୍ତି ଯେ ବର୍ତ୍ତମାନ ୨୫୨୯ ରୋଗୀ ଡାକ୍ତରଖାନାରେ ଅଛନ୍ତି ଏବଂ ପ୍ରାୟ ୮୧୫ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୯୯ ଜଣ ଭେଣ୍ଟିଲେଟରରେ ଅଛନ୍ତି। ଦେଶରେ ପୁଣି କରୋନା ବିସ୍ଫୋରଣ । ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୬୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଅଢେଇ ଲକ୍ଷ ଟପିଛି । ଖବର ଓଡ଼ିଶା, Reporter, 15/01/2022 Tweets by Khabar Odisha Recent AI ଚାଳିତ କଣ୍ଟେଣ୍ଟରେ ୱାଟରମାର୍କ ରହୁ : ମୋଦି ଘରୁ ଡାକିନେଇ ହତ୍ୟା କଲେ ନକ୍ସଲ ପ୍ରଚାର ଆରମ୍ଭ କଲେ କଙ୍ଗନା : ମାଣ୍ଡିରେ ବିଶାଳ ରୋଡ଼ ସୋ କରି କଲେ ଶକ୍ତି ପ୍ରଦର୍ଶନ ସିରିଆ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଭିଡିଓ