Home >
ଓଡିଶାରେ ଖସୁଛି ପାରଦ ବଢୁଛି ଶୀତ, ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର
Khabar Odisha:Cold-weather-in-odisha-today
ଭୁବନେଶ୍ୱର,ନଭେମ୍ବର 25 (ଖବର ଓଡିଶା)

ଖସୁଛି ପାରଦ  । ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି   । ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର    ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ହୋଇଛି ସବୁଠାରୁ ଥଣ୍ଡା ସହର  । ସେହିପରି ୯.୪ ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଶୀତଳ ସହର ହୋଇଛି ସୋନପୁର ।

ଏହା ସହ ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧ ଡିଗ୍ରୀ, ବାରିପଦାରେ ଓ କେନ୍ଦୁଝରରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୨ ଡିଗ୍ରୀ  ରେକର୍ଡ  । ସେଦିପରି ଭବାନୀପାଟଣାରେ ୧୨.୨, ତାଳଚେରରେ ୧୨.୩, କୋରାପୁଟରେ ୧୨.୬, ବୌଦ୍ଧ ଓ କଟକରେ ୧୪ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱର ସହରର ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି  

  • Tags:

Subscribe

National International State Sports Entertainment