Home >
ବିବାହ ପୂର୍ବରୁ ଅଳ୍ପକେ ବଞ୍ଚିଲେ ବରୁଣ ଧୱନ, ଦୁର୍ଘଟଣାଗ୍ରସ୍ତ ହେଲା କାର
Khabar Odisha:Barun-Dhawan-who-survived-shortly-before-the-wedding-was-involved-in-a-car-accident
ଆଲିବାଗ, ଜାନୁଆରୀ ୨୪ (ଖବର ଓଡ଼ିଶା):

ଆଜି ବଲିଉଡ ଅଭିନେତା ବରୁଣ ଧୱନଙ୍କ ବାହାଘର ପ୍ରସ୍ତୁତି ଚାଲିଥିବାବେଳେ ସକାଳୁ ତାଙ୍କୁ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଜାନୁଆରୀ ୨୩ ଅର୍ଥାତ ଶନିବାର ଅଲିବାଗସ୍ଥିତ ମେନସନ ଯିବା ପାଇଁ ବାହାରିଥିବା ବେଳେ ବାଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବରୁଣ ଗାଡି ଭିତରେ ହିଁ ଥିଲେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଶେଷ କ୍ଷୟକ୍ଷତି ହୋଇନି  ।

ସୂଚନାଯୋଗ୍ୟ, ଜାନୁଆରୀ ୨୪ ତାରିଖରେ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ବିବାହ ସ୍ଥିର ହୋଇଥିଲା । ଆଉ କିଛି ସମୟ ପରେ ଆଲିବାଗ ସ୍ଥିତ "ଦ ମେନସନ ହାଉସ" ରିସର୍ଟରେ ବରୁଣ ତାଙ୍କ ପିଲାଦିନର ସାଙ୍ଗ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  

ଉଭୟଙ୍କ ପରିବାର ଜାନୁଆରୀ ୨୨ ତାରିଖରେ ଆଲିବାଗ ପହଂଚି ଯାଇଥିଲେ । ସେଠାରେ ନିଜର କିଛି ନିକଟତର ସାଙ୍ଗ ମାନଙ୍କ ପାଇଁ ବ୍ୟଚେଲର ପାର୍ଟି ଆୟୋଜନ ମଧ୍ୟ କରିଥିଲେ ।

  • Tags:

Subscribe

National International State Sports Entertainment