Home >
ଏ. ବି. ଡିଭିଲିର୍ୟସ ଏବଂ ଷ୍ଟିଭ ସ୍ମିଥଙ୍କୁ ବୋଲିଙ୍ଗ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ - କୁଲଦୀପ ଯାଦବ
Khabar Odisha:A-B-DeVilliers-and-Steve-Smith-Bowling-is-the-biggest-challenge---Kuldeep-Yadav
ନୂଆଦିଲ୍ଲୀ, ଜୁଲାଇ ୦୩ (ଖବର ଓଡ଼ିଶା):

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟସମାନ ଏ. ବି. ଡିଭିଲିୟସଙ୍କୁ ବୋଲିଙ୍ଗ କରିବା ସବୁଠାରୁ ବଡ଼ କଷ୍ଟକର ବୋଲି କହିଛନ୍ତି ଭାରତୀୟ ସ୍ପିନର କୁଲଦୀପ ଯାଦବ ।

ଷ୍ଟିଭ ସ୍ମିଥ ସାଧାରଣତଃ ବ୍ୟାକ ଫୁଟର ଖେଳାଳି ଏବଂ ବଲକୁ ଭଲଭାବେ ଟାଇମିଙ୍ଗ କରିବାର କ୍ଷମତା ରଖିଥାନ୍ତି । ଅନ୍ୟ ପକ୍ଷରେ ଡିଭିଲିୟସ କ୍ରିକେଟର ସମସ୍ତ ସଟ ଖେଳିବାର କ୍ଷମତା ରଖିଛନ୍ତି । ଏହି କାରଣରୁ ଏହି ଦୁଇଙ୍କ ବିପକ୍ଷରେ ବୋଲିଙ୍ଗ କରିବା ବେଳେ ବହୁ ଚିନ୍ତା କରିବାକୁ ପଡିଥାଏ ବୋଲି ଏକ ସାକ୍ଷାତକାରରେ କୁଲଦୀପ କହିଛନ୍ତି । 

ଏହା ଛଡା ସେ ବୋଲିଙ୍ଗ କରିବା ବେଳେ ତାଙ୍କ ସ୍ପିନ ବୋଲିଙ୍ଗ ପାର୍ଟନର ଚହଲ ମଧ୍ୟ ତାଙ୍କୁ ସାହାଯ୍ୟ ଏବଂ ସପୋର୍ଟ ଯୋଗାଇଥାନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥାନ୍ତି ବୋଲି କୁଲଦୀପ ଏହି ସାକ୍ଷାତକାରରେ କହ

  • Tags:

Subscribe

National International State Sports Entertainment