ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଫଲାଇନ୍ ପରିକ୍ଷାକୁ ବିରୋଧ କରି ଛାତ୍ରଙ୍କ କ୍ୟମ୍ପସ୍‌ରେ ଭଙ୍ଗାରୁଜା, ପୋଲିସର ଲାଠି ଚାର୍ଜ
Khabar Odisha:Sambalpur-University-protest-agnaist-offline-exame-turn-violent

ସମ୍ବଲପୁର୬ଏପ୍ରିଲ(ଖବର ଓଡିଶା); ସମଗ୍ର ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠନରେ ଅଫଲାଇନ୍ ପରିକ୍ଷାକୁ ବିରୋଧ କରି ଚାତ୍ର ମାନଙ୍କ ଦ୍ୱାରା ଅନ୍ଦୋଳନ କରଯାଉଥିବା ବେଳେ ଆଜି ସମ୍ବାଲପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ରମାନେ ଅଫଲାଇନ ପରିକ୍ଷାକୁ ବିରୋଧ କରି ବଙ୍ଗାରୁଜା କରିଛନ୍ତି । 

ଏଥିରେ ଦୁଇରୁ ଅଢେଇ ଲକ୍ଷର ସଂମ୍ପତି ନଷ୍ଟ ହୋଇଥିବା ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି । ଏହା ସହ କ୍ୟାମ୍ପସରେ ଭଙ୍ଗାରୁଜା କରିଥିବା ଛାତ୍ର ମାନଙ୍କୁ ସେ କଲଜର ଛାତ୍ର କି ନାହିଁ ଅଶଙ୍କା ପ୍ରକାଷ କରିଛନ୍ତି ।

  • Tags:

Subscribe

National International State Sports Entertainment