ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ । ଏମିତି ଏକ ଜଘନ୍ୟ ହତ୍ୟା ଘଟଣାକୁ ନେଇ ହରିଚନ୍ଦନପୁର ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ବାଇପାସ ମୁଷଳ ନଦୀ ନିକଟ ବୁଦା ମୂଳେ ଜଣେ ଅଜଣା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତ ଦେହ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ :
ଏହିସବୁ ପାରିପାର୍ଶିକ ପରିସ୍ଥିତିକୁ ଦେଖି ଦୁଷ୍କର୍ମ ପରେ ହତ୍ୟା କରାଯିବାର ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଘଟଗାଁ ଏସଡିପିଓ ଓ ହରିଚନ୍ଦନପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।