ଶୀତରୁତୁରେ ଘରେ ବସି ଦେଖନ୍ତୁ ନନ୍ଦନକାନନ
Khabar Odisha:Sit-at-home-in-the-winter-and-watch-Nandankanan
ଓଡ଼ିଶା ,ଅକ୍ଟୋବର ୨୯ (ଖବର ଓଡ଼ିଶା):

 _~ýðUKମାନଙ୍କ ପାଇଁ ଖୁସି ଖବର । ଏଣିକି ଘରେ ବସି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଉପଭୋଗ କରି ପାରିବେ । ମହାମାରୀ କରୋନା ପାଇଁ ଦୀର୍ଘ ସାତ ମାସ ହେବ ବନ୍ଦ ରହିଥିଲା ନନ୍ଦନକାନନ । କରୋନା କଟକଣା ମାନି ପ୍ରାଣୀ ଉଦ୍ୟାନ ଖୋଲିବା ପରେ _~ýðUKମାନଙ୍କ ପାଇଁ ଅଭିନବ ପଦକ୍ଷେପ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା _~ýðUKମାନଙ୍କ ଏହା ବେସ ସହାୟକ ହେବ ।

ଯଦି କେହି ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିପାରିବେ । ନନ୍ଦନକାନନର ସମସ୍ତ ଜୀବଜନ୍ତêଙ୍କ ଭିଡିଓ ୱେବସାଇଟରେ ଅପଲୋଡ କରାଯାଇଛି ।

 https://www.nandankanan.org/ ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଦୀର୍ଘ ୭ ମାସ ଧରି ବନ୍ଦ ରହିବା ପରେ ଗତ ୪ ତାରିଖରୁ ଖୋଲିଛି ନନ୍ଦନକାନନ । _~ýðUKମାନଙ୍କ କାଉଣ୍ଟର ଓ ଅନ୍‌ଲାଇନରେ ଟିକଟ କିଣି ପ୍ରାଣୀ ଉଦ୍ୟମର ସୌନ୍ଦ~ýðକୁ ଉପଭୋଗ କରୁଛନ୍ତି । ଏଥିପାଇଁ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି ।

  • Tags:

Subscribe

National International State Sports Entertainment