ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର 23/04/2024 Share story: ପୁରୀ ବେଳାଭୂମିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳାଭୂମି ନିକଟରେ ଥିବା ଡାଇମଣ୍ଡ ହୋଟେଲ ସମ୍ମୁଖ ସମୁଦ୍ରରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ସମୁଦ୍ରରେ ବୁଡି ଯୁବକ ଜଣକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । puri sea beach Henilprava Swain, Author, 23/04/2024