ବୌଦ୍ଧ ଜିଲ୍ଲା ଡିଟିୟୁ ତାଲିମ୍ କେନ୍ଦ୍ରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଡେଙ୍ଗୁ ରୋଗ କିପରି ଦୂର ହୋଇପାରିବ ସେଥିପାଇଁ କେବଳ ସାମୁହିକ ସ୍ତରରେ ନୁହଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
Read More >